ଓଡିଶା

ଭିଜିଲାନ୍ସ ଜାଲରେ ସରକାରୀ ବାବୁ l

ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ବ୍ଳକ ଶିକ୍ଷା ଅଧିକାରୀ ଙ୍କ କନିଷ୍ଠ କିରାଣୀ ଜିବନାନନ୍ଦ ଶତପଥୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି l କାମାକ୍ଷା ନଗର ବ୍ଳକ କନ୍ତିଓକାଟେଣୀ ସ୍ଥିତ ସିଦ୍ଧାଶ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗୋଲକ ବିହାରୀ ନାୟକ ଙ୍କ ଠାରୁ ବିଦ୍ୟାଳୟ ର ଏରିଅର ବିଲ କରାଇବାପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଅନଗୁଳ ଜିଲ୍ଲା ଭିଜିଲାନ୍ସ ଟିମ୍ ହାତରେ ଧାରା ପଡ଼ିଛନ୍ତି l କିଛିଦିନ ପୂର୍ବରୁ ଭୁବନ ବ୍ଲକ ଶିକ୍ଷା ଅଧିକାରୀଙ୍କ ବରିଷ୍ଠ କିରାଣୀ ଶିକ୍ଷୟତ୍ରୀ ଙ୍କ ଠାରୁ ମେଡିକାଲ ବିଲ କରାଇଦେବା ନାମରେ ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଧରାପଡିଥିଲେ l

Related Articles

Leave a Reply

Your email address will not be published. Required fields are marked *

Back to top button