ଓଡିଶା

ଗର୍ଜିଲା କଂଗ୍ରେସ l

କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ଦରଦାମ୍ ବୃଦ୍ଧି ପ୍ରତିବାଦରେ ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଆଇନ୍ ଅମାନ୍ଯ ଆନ୍ଦୋଳନ କରଯାଇଛି l କଂଗ୍ରେସ ନେତା ଓ କର୍ମୀମାନେ କଂଗ୍ରେସ ଭବନ ଗାନ୍ଧୀ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ଦରଦାମ୍ ବୃଦ୍ଧି ବିରୁଦ୍ଧ ରେ ବିଭିନ୍ନ ସ୍ଲୋଗାନ ଦେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ l ଉକ୍ତ ଆନ୍ଦୋଳନ ରେ ଜିଲ୍ଳା ସଭାପତି ସରୋଜ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ଟାଉନ୍ ସଭାପତି ହାଇଦର ମହମ୍ମଦ, ଛାତ୍ର ସଭାପତି ଶୁଭମ ଦାସ, ମହିଳା ସଭାନେତ୍ରୀ ସ୍ମିତା ରାଣୀ ସାମଲ, ଏ ଆଇ ସି ସି ସଦସ୍ୟା ସମସିଦା ତୟବ, ବରିଷ୍ଠ ନେତା ତଥା ଓକିଲ ନିର୍ମଳ ମିଶ୍ର, ପୂର୍ବତନ ସଭାପତି ସୁରେଶ ପାଣିଗ୍ରାହୀ, ଶୀଳ୍ପି ଶ୍ରୀ ହରିଶ୍ଚନ୍ଦନ, ଛବିରାଜ୍ ବିଶ୍ଵାଳ ପ୍ରମୁଖ ଆଇନ୍ ଅମାନ୍ଯ କରି ଗିରଫ୍ ହୋଇଥିଲେ l

Related Articles

Leave a Reply

Your email address will not be published. Required fields are marked *

Back to top button