ଓଡିଶା

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍, ଅକ୍ଟୋବର ୧ ରୁ ଯାଞ୍ଚ କଡ଼ାକଡ଼ି l

ସରକାରଙ୍କ ନିର୍ଦ୍ଦେଶ ମୁତାବକ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ୍ ନ ଲଗାଇଥିଲେ ଜୋରିମାନା ଦେବାକୁ ପଡିବ l ଯେଉଁ ଯାନ ବାହାନ ଗୁଡିକର ଶେଷ ନମ୍ବର ୧, ୨,୩,୪ ହୋଇଥିବ ଏବଂ ସେମାନେ ଯଦି ସେପ୍ଟେମ୍ବର ମାସ ୩୦ ତାରିଖ ସୁଦ୍ଧା ଏହି ନମ୍ବର ପ୍ଲେଟ୍ ଲଗାଇ ନଥିବେ ତେବେ ୫ ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ l ପରିବହନ କର୍ତ୍ତୁପକ୍ଷ ଓ ପୋଲିସ ପକ୍ଷରୁ ମିଳିତ ଭାବେ ଅକ୍ଟୋବର ୧ ରୁ ଯାଞ୍ଚ କଡ଼ାକଡ଼ି କଡ଼ାକଡ଼ି କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି l

Related Articles

Leave a Reply

Your email address will not be published. Required fields are marked *

Back to top button