ଓଡିଶା

ବିନା ପରମିଟ୍ ରେ ଚାଲିଥିଲା ଯାତ୍ରୀ ବାହି ବସ l #dhenkanal plus.com #

ମେଟ୍ରୋ ନାମକୁ ଏକ ଯାତ୍ରୀବାହି ବସ୍ ଦିର୍ଘଦିନ ଧରି ବିନା ପରମିଟ୍ ରେ ବାଲେଶ୍ଵର ଠାରୁ ଭାୟା ଯାଜପୁର ଦେଇ କାମାକ୍ଷା ନଗର ପର୍ଯ୍ୟନ୍ତ ଯାତ୍ରୀ ପରିବହନ କରୁଥିଲା l ଏହା ଜାଣିପାରି କାମାକ୍ଷା ନଗର ବସ ସଂଘ, ବସ ଟିର ପରମିଟ୍ ଦେଖାଇବାକୁ ବସ ର କର୍ମଚାରୀ ଙ୍କୁ କହିଥିଲେ l କର୍ମଚାରୀ ମାନେ ପରମିଟ୍ ଦେଖାଇ ପାରିନଥିଲେ। ଏହା ଅନ୍ୟ ଏକ ବସ ବଦଳରେ ଚାଲୁଥିବା ଜଣାପଡ଼ିଥିଲା l କାମାକ୍ଷା ନଗର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଏହାର କାଗଜପତ୍ର ଯାଞ୍ଚ କରି ଆଞ୍ଚଳିକ ପରିବହନ ଅଧିକାରୀ ଙ୍କୁ ସୂଚନା ଦେଇଥିଲେ l ଏହି ବସ ଟିରୁ ମୋଟା ଅଙ୍କର ଜୋରିମାନା ଆଦାୟ ହୋଇଥିବା ସୂତ୍ରରୁ ପ୍ରକାଶ l

Related Articles

Leave a Reply

Your email address will not be published. Required fields are marked *

Back to top button