ଓଡିଶା

ଶ୍ରମ ବିଭାଗ ପକ୍ଷରୁ ଚଢାଉ l

ରାଜ୍ୟସ୍ତରୀୟ ଚାଲୁଥିବା ଶିଶୁ ଶ୍ରମିକ ନିରାକରଣ ସଚେତନତା ଅଭିଯାନ ଢେଙ୍କାନାଳ ଜିଲ୍ଲା ରେ ଏହାର ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ଚାଲୁଅଛି l ଏଥି ନିମନ୍ତେ ଏକ ସଚେତନତା ରଥ ଦ୍ଵାରା ସାରା ଜିଲ୍ଲାରେ ସଚେତନତା ବାର୍ତ୍ତା ପ୍ରସାରିତ ହୋଇଥିଲା l ଏହି ପରିପ୍ରେକ୍ଷୀରେ ଜିଲ୍ଳା ଶ୍ରମ ବିଭାଗ ପକ୍ଷରୁ ପୋଲିସ, ଡାକ୍ତର, ଶିଶୁ ସୁରକ୍ଷା ଅଧିକାରୀ ଙ୍କ ଏକ ଦଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ ଜାରି ୧ ଶିଶୁ ୪ କିଶୋର ଙ୍କୁ ଉଦ୍ଧାର କରାଯାଇଛି l ଉପରୋକ୍ତ ସଂସ୍ଥା ଠାରୁ ୨୦ ହଜାର ଟଙ୍କା ଆଦାୟ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିଥିବା ର ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସତ୍ୟନାରାୟଣ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି l

Related Articles

Leave a Reply

Your email address will not be published. Required fields are marked *

Back to top button