ଓଡିଶା
ଚାଷୀ ଆନ୍ଦୋଳନ ଯୋଗୁଁ ଢେଙ୍କାନାଳ କପିଳାସ ରାସ୍ତା ବନ୍ଦ l

ଢେଙ୍କାନାଳ ଜିଲ୍ଲା କାଇମାଟି ଠାରେ ଚାଷୀ ମାନେ ଧାନ କିଣା ନଯିବା ପ୍ରତିବାଦରେ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି l ଜିଲ୍ଲା ପ୍ରଶାସନ, ସରକାର, ମିଲର, ଙ୍କ ସମନ୍ନୟ ଅଭାବ ଯୋଗୁଁ ବିଭିନ୍ନ ସ୍ଥାନରେ ଚାଷୀ ପ୍ରତିବାଦ କରିବାକୁ ବାଧ୍ୟ ହେଉଛନ୍ତି l