ଓଡିଶା
ବିଷ ପିଇ ଦମ୍ପତି ଙ୍କ ଆତ୍ମହତ୍ଯା l
ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କଙ୍କଡ଼ପାଲ ଗ୍ରାମ ରେ ବିଷ ପିଇ ଆତ୍ମହତ୍ଯା କରିଛନ୍ତି ଦମ୍ପତି l ଆତ୍ମହତ୍ୟା ର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଅତ୍ୟଧିକ ରୁଣ ଭାର ଯୋଗୁଁ ଏହା ଘଟିଥାଏ ବୋଲି ସନ୍ଦେହ କରାଯାଉଛି l ବିଶିକେଶନ ସାହୁ ଓ ତାଙ୍କ ପତ୍ନୀ ମାମାଲା ସାହୁ ଉଭୟ ବିଳମ୍ବିତ ରାତ୍ରିରେ ଉପର ମହଲାର ଚଟାଣ ରେ ଲେଖି ଆତ୍ମହତ୍ଯା କରିଛନ୍ତି l ତରଭା ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l