ଓଡିଶା

ଢେଙ୍କାନାଳ ସହର ରେ ଇଦ୍ – ମିଲାଦ- ଉନ୍ – ନବି ପାଳିତ l

ଢେଙ୍କାନାଳ ସହର କାଞ୍ଚନ ବଜାର ସ୍ଥିତ ମୋତି ମସଜିଦ ଠାରେ ଇଦ୍ – ମିଲାଦ – ଉନ୍ – ନବି ୨୦୨୩ (୧୪୪୫)ବହୁ ଆଡ଼ମ୍ବର ସହିତ ପାଳିତ ହୋଇଛି l ବହୁ ସଂଖ୍ୟାରେ ମୁସଲମାନ ଭାଇ ଓ ଶ୍ରଦ୍ଧାଳୁ, ଭକ୍ତମାନେ ମସଜିଦ୍ ରେ ସମୁହ ପ୍ରାର୍ଥନ କରିବାସହ ନବି ଙ୍କର ଜନ୍ମ ଦିନ ପାଳନ କରିଛନ୍ତି l ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରା ମୋତି ମସଜିଦ ( କାଞ୍ଚନ ବଜାର) ଠାରୁ ଆରମ୍ଭ ହୋଇ ସହରର ମୁଖ୍ଯ ରାସ୍ତା ଦେଇ ବସ ଷ୍ଟାଣ୍ଡ ଛକ, ଗଣେଶ ବଜାର ଦେଇ ଶାସନ ଛକ ପହଞ୍ଚି ସାହି ବସ୍ତି ପରିକ୍ରମା କରିଥିଲା l ଧର୍ମଗୁରୁ ଏମ୍ ଡି ଜଲାଲୁଦ୍ଦୀନ୍ ( ମୋତି ମସଜିଦ) ନବି ଙ୍କ ବାଣୀ ପାଠ କରି ବିଶ୍ୱର ସୁଖ, ଶାନ୍ତି, ସମୃଦ୍ଧି କାମନା କରିଛନ୍ତି l

Related Articles

Leave a Reply

Your email address will not be published. Required fields are marked *

Back to top button