ଓଡିଶା

ଢେଙ୍କାନାଳ ବିଜେପି ର ବନଖଣ୍ଡ କାର୍ଯ୍ୟାଳୟ ଘେରାଉ l

ଢେଙ୍କାନାଳ ଜିଲ୍ଲା ରେ ବରମ୍ବାର ହାତୀ ଆକ୍ରମଣରେ ଶିକାର ହୋଇ ବହୁ ସଂଖ୍ୟାରେ ଧନ ଜୀବନ ହାନି ହେଉଛି l ଏହି ଦିଗରେ ବନଖଣ୍ଡ ଅଧିକାରୀ ଙ୍କ ଉଦାସୀନତା ପ୍ରତିବାଦରେ ଢେଙ୍କାନାଳ ଜିଲ୍ଲା ବିଜେପି ତରଫରୁ ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ନରେଶ ମହାପାତ୍ର, ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ର, ରାମ ଚନ୍ଦ୍ର ପାତ୍ର, କାଉନ୍ସିଲର ନିରୋଦ ସାହୁ ସମେତ ବହୁ ସଂଖ୍ଯାରେ ବିଜେପି କର୍ମୀ ଯୋଗ ଦେଇଥିଲେ l

Related Articles

Leave a Reply

Your email address will not be published. Required fields are marked *

Back to top button