ଓଡିଶା

କଂଗ୍ରେସ ର ମଶାଳ ଶୋଭାଯାତ୍ରା l

ଦେଶରେ ଆନ୍ଦୋଳନରତ ୫ ଜଣ ମୃତ୍ୟୁବରଣ କରିଥିବା କୃଷକ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଆନ୍ଦୋଳନ କୁ ସମର୍ଥନ ଜଣାଇ କୃଷକ ନେତା ଶ୍ରୀ ବିପ୍ରବର ସାହୁ ଙ୍କ ନେତୃତ୍ଵରେ ଗଣେଶ ବଜାର ଛକ ଠାରେ ମଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l

Related Articles

Leave a Reply

Your email address will not be published. Required fields are marked *

Back to top button