ଓଡିଶା

ଅସହ୍ଯ ହେଲାଣି ଅଘୋଷିତ ବିଦ୍ୟୁତ କାଟ l

ବିନା ଘୋଷଣା ରେ ବିଦ୍ୟୁତ୍ କାଟ ହେବ ନାହିଁ, ଲୋ ଭୋଲଟେଜ୍ ସମସ୍ୟା ତୁରନ୍ତ ସମାଧାନ ହେବ l କିଛିଦିନ ପୂର୍ବରୁ ରାଜ୍ଯ ଶକ୍ତି ସଚୀବ ଓ ପଦସ୍ଥ ଅଧିକାରୀ ମାନେ ଘୋଷଣା କରିଥିଲେ l କିନ୍ତୁ ସ୍ଥିତି ର ସୁଧାର ଶୁନ୍। ଏହି ବଡ ପଣ୍ଡା ଙ୍କ ଘୋଷଣା ପାଣିର ଗାର ସାବ୍ୟସ୍ତ ହୋଇଛି l ଅସହ୍ୟ ହେଲାଣି ଅଘୋଷିତ ବିଦ୍ୟୁତ କାଟ l ଉପଭୋକ୍ତଙ୍କ ଏକ ମାତ୍ର ଶାହା ହୋଇଛି ଇନଭରଟର l କି ଦିନ କି ରାତି ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଏହି ମନୋମୁଖୀ ଅଘୋଷିତ ବିଦ୍ୟୁତ କାଟ ଜାରି ରହିଛି l ତା ସହିତ ଲୋ ଭୋଲଟେଜ୍ ସମସ୍ୟା ନ କହିଲେ ଭଲ l ଗୁହାରି କରିବା କାହାକୁ?

Related Articles

Leave a Reply

Your email address will not be published. Required fields are marked *

Back to top button