ଓଡିଶା

ସୁନୀଲ ଦାସ ହେଲେ ଢେଙ୍କାନାଳ ଜିଲ୍ଲା କଂଗ୍ରେସ ସଭାପତି l

ଜିଲ୍ଲା ସ୍ତରରେ କଂଗ୍ରେସ ସଂଗଠନକୁ ସୁଦୃଢ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଙ୍କ ସୁପାରିଶ କ୍ରମେ ୧୩ ଜିଲ୍ଲାର ସଭାପତିମାନଙ୍କୁ ପରିବର୍ତ୍ତନ କରାଯାଇ ଆଡହକ ସଭାପତି ମାନଙ୍କୁ ନିଯୁକ୍ତି ଦିଆଯାଇଛି l ଢେଙ୍କାନାଳ ଜିଲ୍ଲା ପାଇଁ ପୂର୍ବତନ ଛାତ୍ର ନେତା, ଯୁବ କଂଗ୍ରେସ ସଭାପତି, ତଥା ପିସିସି ସଭ୍ଯ ସୁନୀଲ ଦାସ ଙ୍କୁ ସଭାପତି ଦାୟିତ୍ଵ ଦିଆଯାଇଛି l ଶ୍ରୀ ଦାସ ଏହାକୁ ସୁଚାରୁରୂପେ ତୁଲାଇବା ସହ ଜିଲ୍ଲା ରେ କଂଗ୍ରେସର ପୂର୍ବ ଗୌରବ ଫେରାଇ ଆଣିବାକୁ ପଦକ୍ଷେପ ନେବାକୁ କହିଛନ୍ତି l

Related Articles

Leave a Reply

Your email address will not be published. Required fields are marked *

Back to top button