ଓଡିଶା

୬୬ ତମ ଆନ୍ତର୍ଜାତୀୟ ବଧିର ଦିବସ ୨୦୨୩ ପାଳିତ l

ଆନ୍ତର୍ଜାତୀୟ ବଧିର ଦିବସ ସର୍ବପ୍ରଥମେ ଫିନଲ୍ୟାଣ୍ଡ ର ହେଲସିଙ୍ଗ ସହରରେ ୧୯୫୭ ମସିହାରେ ପାଳିତ ହୋଇଥିଲା l ଏହା ପୃଥିବୀର ବଧିରମାନଙ୍କ ସଂଘ ଦ୍ୱାରା ଆୟୋଜିତ ହୋଇଥିଲା l ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପୃଥିବୀ ର ବଧିର ମାନଙ୍କ ପାଇଁ ଏକ ପୃଷ୍ଠଭୂମି ତିଆରି କରିବା l ଏବଂ ସାଧାରଣ ଲୋକମାନଙ୍କ ମଧ୍ୟରେ ବଧିର ମାନଙ୍କର ଅସୁବିଧାକୁ ସଚେତନ କରାଇବା l ଏହି ଦିବସର ଅନ୍ୟ ଏକ କାରଣ ହେଲା ପୃଥିବୀ ର ସବୁ ଦେଶର ସରକାରଙ୍କୁ ବଧିର ମାନେ ଭୋଗୁଥିବା ଅସୁବିଧାର ଦୃଷ୍ଟି ଆକର୍ଷଣ କରିବା l ସେହିଦିନଠାରୁ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସ ଶେଷ ସପ୍ତାହ ଆନ୍ତର୍ଜାତୀୟ ବଧିର ଦିବସ ସାରା ପୃଥିବୀରେ ପାଳିତ ହୋଇଆସୁଛି l ଏହି ଅବସରରେ ଏକ ରାଲୀ ବାଜିଚୌକ ଛକ ଠାରୁ ବାହାରି ସୂଚନାକେନ୍ଦ୍ର ପର୍ଯ୍ୟନ୍ତ ଯାଇଥିଲା l

Related Articles

Leave a Reply

Your email address will not be published. Required fields are marked *

Back to top button