ଓଡିଶା

ଓଡ଼ିଆ ରେ ନାମଫଳକ ଲେଖିବା ବାଧ୍ୟତାମୂଳକ l

ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟ ରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ସମସ୍ତ ପ୍ରକାର ଦୋକାନ, ଶିଳ୍ପ ପ୍ରତିଷ୍ଠାନ ଗୁଡିକରେ ଓଡିଆ ରେ ନାମଫଳକ ଲେଖିବା ବାଧ୍ୟତାମୂଳକ କରାଯାଇଛି l ଉଲଂଘନ କାରି ଙ୍କୁ ପ୍ରଥମଥର ଟ ୫000 ଙ୍କା ଓ ଦ୍ଵିତୀୟ ଥର ଟ୨୫000 ଙ୍କା ଜୋରିମାନା ଆଦାୟ ର ବ୍ୟବସ୍ଥା କରାଯାଇଛି l ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ କମିଟି ଗଠନ କରାଯାଇ ପୌରପାଳିକା, ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧିକାରୀ, ବଜାର ସମନ୍ଵୟ ସଂଗଠନର ସଦସ୍ୟ ଓ ଜିଲ୍ଲା ଶ୍ରମ ଅଧିକାରୀ ଆବାହକ ଭାବେ କାର୍ଯ୍ୟ କରିବାପାଇଁ ନିଷ୍ପତ୍ତି ନିଆଯାଇଛି l

Related Articles

Leave a Reply

Your email address will not be published. Required fields are marked *

Back to top button