ଓଡିଶା

ନ୍ୟୁଜ କ୍ଲିକ୍ ପ୍ରତିଷ୍ଠାତା ଙ୍କୁ ଖଲାସ ନିର୍ଦ୍ଦେଶ l

ସୁପ୍ରିମକୋର୍ଟ ପକ୍ଷରୁ ନ୍ୟୁଜ କ୍ଲିକ୍ ପ୍ରତିଷ୍ଠାତା ପ୍ରବୀର ପୁର୍ କାୟସ୍ଥା ଙ୍କୁ ତୁରନ୍ତ ଜେଲ୍ ରୁ ଖଲାସ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରବୀର ଙ୍କୁ ଆତଙ୍କବାଦ ଓ ବିଦେଶୀ ପୁଞ୍ଜି ନେଣଦେଣ ମାମଲା ରେ ଗତ ବର୍ଷ ଅକ୍ଟୋବର ତେଇଶି ରୁ ଅଭିଯୁକ୍ତ କରାଯାଇ ଜେଲ୍ ରେ ରଖାଯାଇଥିଲା l

Related Articles

Leave a Reply

Your email address will not be published. Required fields are marked *

Back to top button